Press "Enter" to skip to content

Posts published in “ପ୍ରାର୍ଥନା-ଓଁକାର”

ତପ ଦ୍ୱାରା ଆତ୍ମକଲ୍ୟାଣ

ଭଦ୍ରମିଚ୍ଛନ୍ତ ଋଷୟଃ ସ୍ୱର୍ବିଦସ୍ତପୋ ଦୀକ୍ଷାମୁପନିଷେଦୁରଗ୍ରେ ।ତତୋ ରାଷ୍ଟ୍ରଂ ବଳମୋଜଶ୍ଚ ଜାତଂ ତଦସ୍ମୈ ଦେବା ଉପସଂନମସ୍ତୁ ।।(ଅଥର୍ବବେଦ- 19-41-1) ଭାବାର୍ଥ : ଆତ୍ମକଲ୍ୟାଣ ଇଚ୍ଛାକାମୀ ପୁରୁଷଙ୍କୁ ପ୍ରଥମେ ତପଃ ରୂପକ ଦୀକ୍ଷା ପ୍ରଦାନ କରାଯାଇଥାଏ । ଏହା ଦ୍ୱାରା ଶରୀରବଳ, ମନୋବଳ ତଥା ପଦ ପ୍ରତିଷ୍ଠା ଏବଂ ସୁଖ ପ୍ରାପ୍ତ ଅବଶ୍ୟ ହୁଏ । ବ୍ୟାଖ୍ୟା : ସଂସାରରେ ସମସ୍ତ ମହାପୁରୁଷ ତପ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୀବନରେ ଅଧିକରୁ ଅଧିକ ସୁଖ ଓ ଆନନ୍ଦ ପ୍ରାପ୍ତି ନିମନ୍ତେ ତପର ଆବଶ୍ୟକତା ରହିଛି ।…

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣ

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣଯେନ ଦେବାଃ ପବିତ୍ରେଣାତ୍ମାନଂ ପୁନତେ ସଦା ।ତେନ ସହସ୍ରଧାରେଣ ପାବମାନୀଃ ପୁନନ୍ତୁ ନଃ ॥ (ସାମବେଦ-୧୩୦୨) ଭାବାର୍ଥ : ମନୁଷ୍ୟ ଜୀବନର ସଫଳତା ଏହି କଥାରେ ନିହିତ କି, ସେ ଆତ୍ମିକ ଓ ମାନସିକ ଦୋଷକୁ ତ୍ୟାଗକରି ନିର୍ମଳ ଓ ପବିତ୍ର ହୋଇଯାଆନ୍ତୁ । ଆତ୍ମା ମଳ, ବିକ୍ଷେପ ଓ ଆବରଣ ରହିତ ହେଉ, ଏହାର ଅନେକ ଉପାୟ ବେଦରେ ବର୍ଣ୍ଣିତ, ଅତଃ ପଠନୀୟ ।ବ୍ୟାଖ୍ୟା : ଏହି ମାନବ ଜୀବନ ଆମକୁ ବହୁ…

ଯୋଗ ନିବେଦନ

ଯତ୍ର ଯତ୍ର ମନୋ ଦେହୀ ଧାରୟେତ୍ ସକଳଂ ଧିୟା ।ସ୍ନେହାଦ୍ ଦ୍ୱେଷାଦ୍ ଭୟାଦ୍ ବାପି ଯାତି ତତ୍ତତ୍ସରୂପତାମ୍ ।।କୀଟଃ ପେଶସ୍କୃତଂ ଧ୍ୟାୟନ୍ କୁଡ୍ୟାଂ ତେନ ପ୍ରବେଶିତଃ ।ଯାତି ତତ୍ସାତ୍ମତାଂ ରାଜନ୍ ପୂର୍ବରୂପମସଂତ୍ୟଜନ୍ ।। ଋକ୍.୧।୯।୨୨-୨୩।।ଯଦି ପ୍ରାଣୀ ସ୍ନେହ, ଦ୍ୱେଷ ଅଥବା ଭୟ କାରଣରୁ ନିଜେ କୌଣସି ବସ୍ତୁରେ ମନୋନିବେଶ କରେ, ତେବେ ତାଙ୍କୁ ସେହି ବସ୍ତୁର ସ୍ୱରୂପ ପ୍ରାପ୍ତ ହୁଏ । ଯେଉଁଭଳି ଭୃଙ୍ଗି(ଭ୍ରମର) ଏକ କୀଟକୁ ନେଇ ନିଜର ରହୁଥିବା ସ୍ଥାନରେ ବନ୍ଦ କରି ରଖିଲେ ମଧ୍ୟ ସେହି କୀଟ ଭୟଭୀତ…

ସମର୍ପଣ ପ୍ରାର୍ଥନା

ମଙ୍ଗଳସ୍ୱରୂପ ଭଗବାନ୍ ଶିବକୃପାଲଳିତବୀକ୍ଷଣଂ ସ୍ମିତମନୋଜ୍ଞବକ୍ତ୍ରାମ୍ବୁଜଂଶଶାଙ୍କକଳୟୋଜ୍ଜ୍ୱଳଂ ଶମିତଘୋରତାପତ୍ରୟମ୍ ।କରୋତୁ କିମପି ସ୍ଫୁରତ୍ପରମସୌଖ୍ୟସଚ୍ଚିଦ୍ୱପୁ-ର୍ଧରାଧରସୁତାଭୁଜୋଦ୍ୱଳୟିତଂ ମହୋ ମଙ୍ଗଳମ୍ ।। ଯାହାର କୃପାପୂର୍ଣ୍ଣ ଚିତ୍ତବନ ଅତି ସୁନ୍ଦର ଅଟେ, ଯାହାର ମୁଖାରବିନ୍ଦ ମନ୍ଦ ହାସ୍ୟର ଛିଟାରେ ଅତ୍ୟନ୍ତ ମନୋହର ଦୃଶ୍ୟ ହୋଇଥାଏ, ଯିଏ ଚନ୍ଦ୍ରମାର କଳା ଭଳି ପରମ ଉଜ୍ଜ୍ୱଳ, ଆଧ୍ୟାତ୍ମିକ ଆଦି ତ୍ରିତାପକୁ ଶାନ୍ତିପ୍ରଦାନ କରିବାକୁ ଯିଏ ସମର୍ଥ, ଯାହାର ସ୍ୱରୂପ ସଚ୍ଚିନ୍ମୟ ଏବଂ ପରମାନନ୍ଦରୂପେ ପ୍ରକାଶିତ ହୋଇଥାଏ ତଥା ଯିଏ ଗିରିରାଜନନ୍ଦିନୀ ପାବତୀଙ୍କ ଭୁଜାପାଶରେ ଆବେଷ୍ଟିତ, ସେହି ଶିବ ନାମକ ଅନିର୍ବଚନୀୟ…

ଶରୀର ତଥା ଆତ୍ମବଳ ଦ୍ୱାରା ପୁରୁଷାର୍ଥ

ଉତ୍ କ୍ରାମାତଃ ପୁରୁଷ ମାବ ପତ୍ଥାମୃତ୍ୟୋଃ ପଡ୍ ବୀଶମବମଞ୍ଚମାନଃ ।ମା ଚ୍ଛିତ୍ଥା ଅସ୍ମାଲ୍ଲୋକାଦଗ୍ନେଃ ସୂର୍ଯ୍ୟସ୍ୟ ସଂଦୃଶଃ ।।(ଅଥର୍ବବେଦ – ୮/୧/୪) ଭାବାର୍ଥ : ହେ ମନୁଷ୍ୟ ! ତୁମକୁ ନିଜର ବର୍ତ୍ତମାନ ଅବସ୍ଥାରେ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ତୁମେ ଆଗକୁ ବଢ ଆଉ ଶରୀର ତଥା ଆତ୍ମବଳ ଦ୍ୱାରା ପୁରୁଷାର୍ଥ କର ।ବ୍ୟାଖ୍ୟା — ସଂସାରର ଗୂଢ ରହସ୍ୟକୁ ଭେଦ କରିବା ଅତ୍ୟନ୍ତ ଦୁଷ୍କର । ପ୍ରତିଦିନ ମନୁଷ୍ୟ ଏହି ରହସ୍ୟ ଉନ୍ମୋଚନ ନିମିତ୍ତ ନୂତନ ନୂତନ ପ୍ରୟାସ କରିଚାଲିଛି । ପ୍ରଗତିର…

ଶ୍ରୀସରସ୍ୱତୀସ୍ତୋତ୍ରମ୍

ସରସ୍ୱତୀଂ ଚ ତାଂ ନୌମି ବାଗଧିଷ୍ଠାତୃଦେବତାମ୍ ।ଦେବତ୍ୱଂ ପ୍ରତିପଦ୍ୟନ୍ତେ ଯଦନୁଗ୍ରହତୋ ଜନାଃ ।।ପାତୁ ନୋ ନିକଷଗ୍ରାବା ମତିହେମ୍ନଃ ସରସ୍ୱତୀ ।ପ୍ରାଜ୍ଞେତରପରିଚ୍ଛେଦଂ ବଚସୈବ କରୋତି ୟା ।।ଶୁକ୍ଳାଂ ବ୍ରହ୍ମବିଚାରସାରପରମାମାଦ୍ୟାଂ ଜଗଦ୍ ବ୍ୟାପିନୀଂବୀଣାପୁସ୍ତକଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍ ।ହସ୍ତେ ସ୍ଫାଟିକମାଳିକାଂ ଚ ଦଧତୀଂ ପଦ୍ମାସନେ ସଂସ୍ଥିତାଂବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ୍ ।।ବୀଣାଧରେ ବିପୁଳମଙ୍ଗଳଦାନଶୀଳେ ଭକ୍ତାର୍ତ୍ତିନାଶିନି ବିରଞ୍ଚିହରୀଶବନ୍ଦ୍ୟେ ।।କୀର୍ତ୍ତିପ୍ରଦେଽଖିଳମନୋରଥଦେ ମହାର୍ହେ ବିଦ୍ୟାପ୍ରଦାୟିନି ସରସ୍ୱତୀ ନୌମି ନିତ୍ୟମ୍ ।।(ଶ୍ରୀସରସ୍ୱତୀସ୍ତୋତ୍ରମ୍ ୪-୭) ବାଗ୍ ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କୁ ମୁଁ ପ୍ରଣାମ ଜଣାଉଛି, ଯାହାଙ୍କ କୃପାବଳରେ ମନୁଷ୍ୟ ଦେବତାରେ ପରିଣତ ହୋଇଯାଏ ।ବୁଦ୍ଧିରୂପୀ ସୁବର୍ଣ୍ଣ ନିମିତ୍ତ କଷଟିପଥର…

ବାହ୍ୟ ଓ ଅନ୍ତଃ ପବିତ୍ରତାରେ ଆତ୍ମୋନ୍ନତି

ପବମାନଃ ପୁନାତୁ ମା ତ୍ରତ୍ୱେ ଦକ୍ଷାୟ ଜୀବସେ ।ଅଥୋ ଅରିଷ୍ଟତାତୟେ ।। ମନ୍ତ୍ର: ଅଥର୍ବବେଦ-୬/୧୯/୨ ଭାବାର୍ଥ : ହେ ପରମାତ୍ମା ! ମୋ ହୃଦୟରେ ଭକ୍ତିଭାବ ଓ କର୍ମଣ୍ୟତାର ବିକାଶ କରନ୍ତୁ । ମୋତେ ଆରୋଗ୍ୟ ଓ ସୁସ୍ଥ ଜୀବନ ପ୍ରାପ୍ତ ହେଉ । ମୋତେ ସବୁଦିଗରୁ ପବିତ୍ର କରାନ୍ତୁ । ସନ୍ଦେଶ : ମନୁଷ୍ୟକୁ ବାହ୍ୟ ଓ ଆନ୍ତଃ ଉଭୟତଃ ପବିତ୍ର ରହିବା ଦରକାର କାହିଁକି ନାଁ ପବିତ୍ରତା ମଧ୍ୟରେ ହିଁ ପ୍ରସନ୍ନତା ନିହିତ । ପବିତ୍ରତା ମଧ୍ୟରେ ଚିତ୍ତର ପ୍ରସନ୍ନତା, ଶୀତଳତା, ଶାନ୍ତି, ନିଶ୍ଚିନ୍ତତା, ପ୍ରତିଷ୍ଠା,…

ଭଲ ମଣିଷଟିଏ ପାଇଁ ଅଧ୍ୟାତ୍ମଭାବ ଜରୁରୀ

ଅନୁହ୍ରୁତଃ ପୁନରେହି ବିଦ୍ୱାନୁଦୟନଂ ପଥଃ ।ଆରୋହଣମାକ୍ରମଣଂ ଜୀବତୋଜୀତୋଽୟନମ୍ ।। (ଅଥର୍ବବେଦ-୫/୩୦/୭) ଭାବାର୍ଥ : ରେ ମନୁଷ୍ୟ ! ତୁମେ ସର୍ବଦା ଉଚ୍ଚକୁ ଉଠ, ଏହା ତୁମର ଧର୍ମ ଅଟେ । ଯେଭଳି ପିମ୍ପୁଡି ଭଳି ଛୋଟ ଛୋଟ ଜୀବ ମଧ୍ୟ ଉପରକୁ ଉଠିବା ପାଇଁ ତଦା ତତ୍ପର ଥାଆନ୍ତି, ସେହିଭଳି ତୁମେ ମଧ୍ୟ ଉନ୍ନତିର ଉପାୟକୁ ଜାଣି ସଦା ଆଗକୁ ବଢି ଚାଲ ।ସଂସାରରେ ଜ୍ଞାନ ବିଜ୍ଞାନର କେତେ ଉନ୍ନତି ହୋଇ ଚାଲିଛି । ଭିନ୍ନ ଭିନ୍ନ ପ୍ରକାରର ସୁବିଧା ଆମକୁ ଉପଲବ୍ଧ…

ନୀଳାଚଳ ନିବିସୀ ଶ୍ରୀ ଜଗନ୍ନାଥଙ୍କ ପ୍ରାର୍ଥନା

ଶ୍ରୀଜଗନ୍ନାଥ ପ୍ରାର୍ଥୟେଦ୍ଦେବତାଂ ଧୀମାନ୍ ନୀଳାଚଳନିବାସିନମ୍ ।ଜଗଦୀଶ ଦଗନ୍ନାଥ ଜଗଦାନନ୍ଦକାରକ ।।ନୀଳାଚଳନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ,ହେ ପ୍ରଭୁ ଜଗଦୀଶ ! ଜଗନ୍ନାଥ ! ହେ ଜଗଦାନନ୍ଦ କାରକ ।ନମସ୍ତେଽସ୍ତୁ ମହାବାହୋ ଦାସସ୍ତ୍ୱାଂ ପୂଜୟାମ୍ୟହମ୍ ।ବଳଦେବ ନମସ୍ତେଽସ୍ତୁ ଜଗନ୍ମଙ୍ଗଳଦାୟକଃ ।।ମୁଁ ତୁମ୍ଭଙ୍କୁ ପ୍ରଣାମ କରୁଅଛି । ହେ ମହାବାହୁ ! ମୁଁ ତୁମ୍ଭର ଦାସ । ଦାସ ଭାବରେ ମୁଁ ତୁମ୍ଭର ପୂଜା କରୁଛି । ହେ ବଳଦେବ ! ତୁମ୍ଭଙ୍କୁ ପ୍ରଣାମ । ତୁମ୍ଭେ ଜଗତର ମଙ୍ଗଳଦାତା ।ତ୍ୱଦାଜ୍ଞୟାର୍ଚ୍ଚୟାମି ତ୍ୱାମପରାଧଂ କ୍ଷମସ୍ୱ ମେ ।ଭଦ୍ରେ ଦେବି ନମସ୍ତୁଭ୍ୟଂ ଭକ୍ତାନନ୍ଦପ୍ରଦାୟିନି ।।ତୁମ୍ଭେ ଆଜ୍ଞାଦେଲେ ମୁଁ ତୁମ୍ଭର ପୂଜା କରିପାରିବି । ହେ…

ରାଜବିଦ୍ୟା ରଜଗୁହ୍ୟଯୋଗ (ପ୍ରାର୍ଥନା)

ଅନନ୍ୟଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।। ଯେଉଁ ଭକ୍ତଗଣ ଅନନ୍ୟଚିତ୍ତ ହୋଇ ନିରନ୍ତର ମୋର ଚିନ୍ତା(ଓ ସ୍ମରଣ-ମନନ) କରନ୍ତି, ନିଷ୍ଠାର ସହିତ ମୋର ଧ୍ୟାନ ଉପାସନା କରନ୍ତି, ମୋଠାରେ ନିତ୍ୟଯୁକ୍ତ ସେହି ଭକ୍ତଙ୍କର ଯୋଗ ଓ କ୍ଷେମ ମୁଁ ବହନ କରିଥାଏ ଅର୍ଥାତ୍ ତାଙ୍କର ସବୁ ଅଭାବକୁ ମୁଁ ପୂରଣ କରେ ଓ ତାଙ୍କର ସବୁକିଛିକୁ ମୁଁ ରକ୍ଷାକରେ ।।୨୨ ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।ନ ତୁ ମାମଭିଜାନନ୍ତି…