Press "Enter" to skip to content

Posts tagged as “ସମ୍ପାଦକ”

ଜ୍ୟେଷ୍ଠମାସ ପୂର୍ଣ୍ଣିମାର ଅଭିଷେକ ଉତ୍ସବ

ପୁରୋହିତ ବସୁ କହୁଛନ୍ତି —ହେ ବ୍ରହ୍ମପୁତ୍ରୀ ମୋହିନୀ ! ଅଧୁନା ସେହି ତୀର୍ଥକୁ ଯାଅ, ଯାହା ଅଶ୍ୱମେଧଯଜ୍ଞର ଅଙ୍ଗରୁ ଉତ୍ପନ୍ନ ହୋଇଥିଲା । ତାହାର ନାମ ଇନ୍ଦ୍ରଦ୍ୟୁମ୍ନ ସରୋବର । ତାହା ପବିତ୍ର ଏବଂ ଶୁଭ ତୀର୍ଥ ଅଟେ । ବୁଦ୍ଧିମାନ୍ ପୁରୁଷ ସେଠାକୁ ଯାଇ ପବିତ୍ର ଭାବରେ ଆଚମନ କରିବ ଆଉ ମନ ଭିତରେ ଭଗବାନ୍ ଶ୍ରୀହରିଙ୍କର ଧ୍ୟାନ କରି ଜଳରେ ବୁଡ ପକାଇ ଉଚ୍ଚାରଣ କରିବ

ଗୌତମ ବୁଦ୍ଧଙ୍କ ପ୍ରଚଳିତ ଧର୍ମ

ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଯେତେବେଳେ ଧର୍ମର କ୍ଷେତ୍ରଟି ଅବନମିତ ହେବାକୁ ଲାଗିଲା ଏବଂ ଅର୍ଥହୀନ ଆଚାର ସର୍ବସ୍ୱରେ ପୂରିଉଠିଲା, ସେତିକିବେଳେ ବୁଦ୍ଧଙ୍କର ଆବିର୍ଭାବ ହୋଇଛି । ସଂସ୍କାର କରାଇବା ଅବତାରଙ୍କର ପ୍ରକୃତ କର୍ମ । ଯେତେବେଳେ ବ୍ୟବହାରିକ ଧର୍ମରେ ବ୍ୟତିକ୍ରମ ଦେଖାଯାଏ ସେଥିରେ ସୁଧାର ଆଣିବାପାଇଁ କାଳେକାଳେ ଅବତାରମାନେ ଧରାବତରିତ ହୋଇଛନ୍ତି । ତାଙ୍କ ଆବିର୍ଭାବରେ ଜୀବ ଯେ କେବଳ ନୂତନ ସଂସ୍କାର ଲାଭ କରେ ତାହା ନୁହେଁ ବରଂ ନୂତନ ଏକ ଆଶାର…