Press "Enter" to skip to content

Posts tagged as “ସ୍ତୋତ୍ର”

ମାତୃ ସ୍ତୋତ୍ରମ୍‌

ମାତୃ ସ୍ତୋତ୍ର (ଓଡିଆ ଅନୁବାଦ) — Prof Nilakantha Pati, Ex VC, SJSV-Puri ବହିବା ଠାରୁ ଗର୍ଭରେ ଜ୍ଞାନ ହେବା ପର୍ଯ୍ୟନ୍ତରେପାଳିଥିଲୁ ଜନନୀ ଲୋ ଭୁଲିକି ପାରେ !କୁଶତିଳୋଦକଧରି ଡାକେ ଜ୍ଞାତି ସୋଦରରେପିଣ୍ଡ ଦେବ ଏ ଅଧମ ନିଏ ସାଦରେସେ ଋଣରୁ କର ଉଦ୍ଧାରପିଣ୍ଡ ଦେଉଅଛି ମାତ ତୋର ପୟର ॥୧॥ମୋତେ ଧରି ତୁ ଗର୍ଭରେ ବଡ଼ କରାଇ ସଂସାରେପାଳିଥିଲୁ ବହୁ ଦୁଃଖମାନ ସହିଣଧରି କୁଶ ତିଳୋଦକ ଭାଳେ ଅଜ୍ଞାନବାଳକମନେ ନୋହିଣ ବିମୁଖ ପ୍ରାର୍ଥନା ଘେନସେ ଋଣରୁ…

ଆଦି ଶଙ୍କରାଚାର୍ଯ୍ୟ କୃତ ଶ୍ରୀରାମ ସ୍ତୁତି

ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍   ।ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ  ॥ 1 ॥ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍   ।ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ  ॥ 2 ॥ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍   ।ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ  ॥ 3 ॥ ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା ସ୍ୱୟଂ ପ୍ରକାଶ-ସ୍ୱରୂପ…

ଶ୍ରୀଶ୍ରୀଦୁର୍ଗାସ୍ତୁତି (ଶ୍ରୀମହାଭାଗବତ ମହାପୁରାଣୋକ୍ତ)

ଶ୍ରୁତୟ ଊଚୁଃ ଦୁର୍ଗେ ବିଶ୍ୱମପି ପ୍ରସୀଦ ପରମେ ସୃଷ୍ଟ୍ୟାଦିକାର୍ଯ୍ୟତ୍ରୟେ  ।ବ୍ରହ୍ମାଦ୍ୟାଃ ପୁରୁଷାସ୍ତ୍ରୟୋ ନିଜଗୁଣୈସ୍ତ୍ୱତ୍ ସ୍ୱେଚ୍ଛୟା କଳ୍ପିତାଃ ॥ନୋ ତେ କୋଽପି ଚ କଳ୍ପକୋଽତ୍ର ଭୁବନେ ବିଦ୍ୟେତ ମାତର୍ୟତଃ  ।କଃ ଶକ୍ତଃ ପରିବର୍ଣ୍ଣିତୁଂ ତବ ଗୁଣାଁଲ୍ଲୋକେ ଭବେଦ୍ଦୁର୍ଗମାନ୍ ॥୧॥ ବେଦଗଣ କହୁଛନ୍ତି— ହେ ମାତ ଦୁର୍ଗେ ! ଆପଣ ସମ୍ପୂର୍ଣ୍ଣ ଜଗତରେ କୃପା କରନ୍ତୁ  । ଆପଣ ହିଁ ନିଜ ଗୁଣ ଦ୍ୱାରା ସ୍ୱେଚ୍ଛାନୁସାରେ ସୃଷ୍ଟି ଆଦି କାର୍ଯ୍ୟତ୍ରୟ ନିମିତ୍ତ ବ୍ରହ୍ମା ଆଦି ଦେବତ୍ରୟୀଙ୍କର ସୃଷ୍ଟି କରିଛନ୍ତି, ଅତଃ ଏହି ଜଗତରେ ଆପଣଙ୍କର ରଚନାକାରୀ କେହି…

ମନୀଷାପଞ୍ଚକ : ଶ୍ରୀଆଦି ଶଙ୍କରାଚାର୍ଯ୍ୟକୃତ

ଜାଗ୍ରତ୍ସ୍ୱପ୍ନସୁଷୁପ୍ତିଷୁ ସ୍ଫୁଟତରା ଯା ସଂବିଦୁଜୃମ୍ଭତେୟା ବ୍ରହ୍ମାଦିପିପୀଲିକାନ୍ତତନୁଷୁ ପ୍ରୋତା ଜଗତ୍ ସାକ୍ଷିଣୀ ।ସୈବାହଂ ନ ଚ ଦୃଶ୍ୟବସ୍ତ୍ବିତି ଦୃଢପ୍ରଜ୍ଞାପି ଯସ୍ୟାସ୍ତି ଚେତ୍ଚଣ୍ଡାଲୋସ୍ତୁ ସ ତୁ ଦ୍ୱିଜୋସ୍ତୁ ଗୁରୁରିତ୍ୟେଷା ମନୀଷା ମମ॥୧ ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଏହି ଅବସ୍ଥା ତ୍ରୟରେ ଯେଉଁ ପ୍ରକୃଷ୍ଟ ଚୈତନ୍ୟ ପ୍ରକଟିତ, ଯେଉଁ ଚୈତନ୍ୟ ବ୍ରହ୍ମାଙ୍କଠାରୁ ଆରମ୍ଭକରି ପିମ୍ପୁଡି ପର୍ଯ୍ୟନ୍ତ ସମସ୍ତ ଶରୀରରେ ପରିବ୍ୟାପ୍ତ ତଥା ସମଗ୍ର ଜଗତର ସାକ୍ଷୀ ସେ ହିଁ ମୁଁ ଅଟେ । ନିଶ୍ଚିତରେ ଦୃଶ୍ୟବସ୍ତୁ ବୋଲି ଦୃଢ ଜ୍ଞାନ ଦୃଷ୍ଟି…

ଶ୍ରୀଶ୍ରୀଗୌତମବୁଦ୍ଧଙ୍କ ବାଣୀ (ଧମ୍ମପଦ ଗ୍ରନ୍ଥରୁ)

ମନୋ ପୂବ୍ବଙ୍ଗମା ଧମ୍ମା ମନୋ ସେଟ୍ଠା ମନୋମୟୀ ।ମନସା ଚେ ପଦୁଟ୍ଠେନ ଭସତି ବା କରୋତି ବା ।ତତୋ ନଂ ଦୁକ୍ଖ ମନ୍ୱେତି ଚକ୍କଂ ବ ବହତୋ ପଦଂ ।।୧-୧।।ସକଳ ସ୍ୱଭାବ ବା ସଂସ୍କାର ମନର ଅନୁଚର, ମନ ଦ୍ୱାରା ଚାଳିତ, ମନ ହେଉଛି ସେମାନଙ୍କର ନିୟନ୍ତା, ମନ ମଧ୍ୟରେ ସେମାନଙ୍କର ଅସ୍ତିତ୍ୱ । ଯଦି ଲୋକ ଦୂଷିତ ମନରେ କଥା କହେ ବା କାର୍ଯ୍ୟ କରେ, ତାହାହେଲେ ଶକଟ-ଚକ୍ର ଭାର ବହନ କରୁଥିବା ବଳିବର୍ଦ୍ଦର ପଦକୁ ଅନୁସରଣ କରିବା ପରି…

ଆଦି ଶଙ୍କରାଚାର୍ଯ୍ୟ କୃତ : ଶ୍ରୀରାମ ସ୍ତୁତି

ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍   ।ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ  ॥ 1 ॥ ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍   ।ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ  ॥ 2 ॥ ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍   ।ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ  ॥ 3 ॥ ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା…