Press "Enter" to skip to content

Posts tagged as “ବୈଦିକ ମନ୍ତ୍ର”

ଆଳସ୍ୟ ତ୍ୟାଗକରି ପୁରୁଷାର୍ଥୀ ହୁଅ, ବୈଦିକ ଜ୍ଞାନରେ ଉଦ୍ଭାସିତ ହୁଅ

ଅକ୍ରନ୍ କର୍ମ କର୍ମକୃତଃ ସହ ବାଚା ମୟୋଭୁବା  ।ଦେବେଭ୍ୟଃ କର୍ମ କୃତ୍ୱାସ୍ତଂ ପ୍ରେତ ସଚାଭୁବଃ   ॥ (ଯଜୁର୍ବେଦ -୩/୪୭) ଭାବାର୍ଥ : ଆଳସ୍ୟକୁ ତ୍ୟାଗ କରି ପୁରୁଷାର୍ଥୀ ହୁଅ, ମୂର୍ଖତାକୁ ତ୍ୟାଗ କରି ବେଦଜ୍ଞାନ ପ୍ରାପ୍ତ ହୁଅ, ମଧୁର ବଚନ କୁହ, ପରସ୍ପର ମିଶି ଜଣେ ଅପରର ସହାୟତା କର  । ଏହା ଦ୍ୱାରା ଇହଲୌକିକ ଓ ପାରଲୌକିକ ସୁଖକୁ ଅବଶ୍ୟ ପ୍ରାପ୍ତି ହୋଇପାରିବ  ।ବ୍ୟାଖ୍ୟା : ବେଦ ଜ୍ଞାନ-ବିଜ୍ଞାନର ଅଜସ୍ର ଭଣ୍ଡାର ଅଟେ  । ବେଦ ଜ୍ଞାନର ପରିପୁଷ୍ଟିରେ ମନୁଷ୍ୟ ଜୀବନର…

ନିଜେ ସାବଧାନରହି ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କର

ଉତ୍ ତିଷ୍ଠ ବ୍ରହ୍ମଣସ୍ପତେ ଦେବାନ ଯଜ୍ଞେନ ବୋଧୟ।ଆୟୁଃ ପ୍ରାଣଂ ପ୍ରଜାଂ ପଶୂନ୍ କୀର୍ତ୍ତିଂ ଯଜମାନଂ ଚ ବର୍ଧୟ।।(ଅଥର୍ବବେଦ-୧୯/୬୩/୧) ଭାବାର୍ଥ : ବ୍ରାହ୍ମଣମାନେ ନିଜେ ସାବଧାନ ରହିବା ସହ ନିଜ ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କରି ରଖିବା ଦରକାର, ଯଦ୍ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେବ ଆଉ ସମସ୍ତଙ୍କର ଆୟୁ, ପ୍ରାଣ, ଧନ-ଧାନ୍ୟ, କୀର୍ତ୍ତି, ସୁଖ, ଶାନ୍ତି ବୃଦ୍ଧିହେବ। ବ୍ୟାଖ୍ୟା : ସମାଜରେ ସମସ୍ତ ନାଗରିକ ଜ୍ଞାନବାନ୍, ଶୀଳବାନ୍, ସଂସ୍କାରବାନ୍ ହୁଅନ୍ତୁ, ଇନ୍ଦ୍ରିୟ ସଂଯମ, ଅର୍ଥ ସଂଯମ, ସମୟ…

ବିଦ୍ୱାନ ବ୍ରାହ୍ମଣମାନେ ଦେଶର ପଥପ୍ରଦର୍ଶକ

ଯାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍   ।ସା ନୋ ମଧୁ ପ୍ରିୟଂ ଦୁହାମଥୋ ଉକ୍ଷତୁ ବର୍ଚସା   ।।(ଅଥର୍ବ ବେଦ-୧୨/୧/୭) ଭାବାର୍ଥ : ଆଳସ୍ୟ ଓ ପ୍ରମାଦ ସମ୍ପନ୍ନ ବ୍ୟକ୍ତି ଯେଉଁ ଦେଶରେ ଥାଅାନ୍ତି, ସେହି ଦେଶ ଗୋଲାମ ହୋଇଯାଏ, ଅତଃ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ସମସ୍ତ ନାଗରିକ କର୍ମଶୀଳ ଓ ଜାଗ୍ରତ ହେବା । ବ୍ୟାଖ୍ୟା : ରାଷ୍ଟ୍ରର ଉନ୍ନତି ନିମିତ୍ତ ଆଧ୍ୟାତ୍ମିକ, ଚାରିତ୍ରିକ, ସାଂସ୍କୃତିକ, ଆର୍ଥିକ, ଔଦ୍ୟୋଗିକ ସମସ୍ତ କ୍ଷେତ୍ରରେ ପ୍ରଗତି ଅପେକ୍ଷିତ ହୋଇଥାଏ । ତେବେ…