Press "Enter" to skip to content

Posts tagged as “ବୈଦିକ ପ୍ରାର୍ଥନା”

ତପ ଦ୍ୱାରା ଆତ୍ମକଲ୍ୟାଣ

ଭଦ୍ରମିଚ୍ଛନ୍ତ ଋଷୟଃ ସ୍ୱର୍ବିଦସ୍ତପୋ ଦୀକ୍ଷାମୁପନିଷେଦୁରଗ୍ରେ ।ତତୋ ରାଷ୍ଟ୍ରଂ ବଳମୋଜଶ୍ଚ ଜାତଂ ତଦସ୍ମୈ ଦେବା ଉପସଂନମସ୍ତୁ ।।(ଅଥର୍ବବେଦ- 19-41-1) ଭାବାର୍ଥ : ଆତ୍ମକଲ୍ୟାଣ ଇଚ୍ଛାକାମୀ ପୁରୁଷଙ୍କୁ ପ୍ରଥମେ ତପଃ ରୂପକ ଦୀକ୍ଷା ପ୍ରଦାନ କରାଯାଇଥାଏ । ଏହା ଦ୍ୱାରା ଶରୀରବଳ, ମନୋବଳ ତଥା ପଦ ପ୍ରତିଷ୍ଠା ଏବଂ ସୁଖ ପ୍ରାପ୍ତ ଅବଶ୍ୟ ହୁଏ । ବ୍ୟାଖ୍ୟା : ସଂସାରରେ ସମସ୍ତ ମହାପୁରୁଷ ତପ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୀବନରେ ଅଧିକରୁ ଅଧିକ ସୁଖ ଓ ଆନନ୍ଦ ପ୍ରାପ୍ତି ନିମନ୍ତେ ତପର ଆବଶ୍ୟକତା ରହିଛି ।…