Press "Enter" to skip to content

Posts tagged as “ବିଭୂତି ଯୋଗ”

ଶ୍ରୀମଦ୍‌ଭଗବଦ୍‌ଗୀତା : ବିଭୂତି ଯୋଗ-1 (ପୂଜ୍ୟ ଓଡିଆ ବାବା)

ଓଁ ଶ୍ରୀଶ୍ରୀ ପରମାତ୍ମନେ ନମଃଶ୍ରୀଗୁରୁଚରଣକମଳେଭ୍ୟୋ ନମଃ ସଙ୍ଗତି — ପୂର୍ବ ଅଧ୍ୟାୟରେ ଭଗବାନ୍ ନିଜ ଭକ୍ତିର ସ୍ୱରୂପ, ତାହାର ପ୍ରାପ୍ତିର ଉପାୟ ଓ ଅଧିକାରୀର ପ୍ରତିପାଦନ କରିଥିଲେ ବର୍ତ୍ତମାନ ଏଦି ଅଧ୍ୟାୟରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା କରିବେ । ବିଭୂତି ତାଙ୍କର ଐଶ୍ୱର୍ଯ୍ୟ ହିଁ ଅଟେ । ତାତ୍ପର୍ଯ୍ୟ ହେଉଛି କି ନବମ ଅଧ୍ୟାୟରେ ଜ୍ଞାନ, ଭକ୍ତି ଏ କର୍ମ ସବୁର ପ୍ରତିପାଦନ କରି ଶେଷରେ ଭଗବାନ୍ ‘ମତ୍ ପରାୟଣଃ’ ମୋ ପରାୟଣ ହେବାପାଇଁ କହିଛନ୍ତି । ଏବେ ଏହି…

ବିଭୂତି ଯୋଗ

ହନୁମାନ ପ୍ରସାଦ ପୋଦ୍ଦାର ଭଗବାନଙ୍କର ବିଭୂତି ଓ ଯୋଗଶକ୍ତି ତଥା ସେସବୁ ଜାଣିବାର ଫଳ — ଶ୍ରୀ ଭଗବାନ କହିଲେ— ହେ ମହାବାହୁ ! ପୁନଃ ତୁମେ ମୋର ଶ୍ରେଷ୍ଠ(ପରମ ରହସ୍ୟ ଓ ପ୍ରଭାବଯୁକ୍ତ) ବଚନ ଶ୍ରବଣ କର, ଯାହା ମୁଁ ତୁମଭଳି ଅତିଶୟ ପ୍ରିୟ ଭକ୍ତଙ୍କ ପାଇଁ ତଥା ତୁମ ହିତ କାମନାରେ କହୁଅଛି ।।୧ ॥ ମୋର ପ୍ରକଟ ଲୀଳାକୁ (ଅଥବା ମୋର ପ୍ରଭାବକୁ) ନାଁ ଦେବତାଗଣ ଜାଣନ୍ତି ନାଁ ମହର୍ଷିଗଣ, କାହିଁକି ନାଁ ମୁଁ…

ବିଭୂତି ଯୋଗ (୧୦ମ ଅଧ୍ୟାୟ): ଗୀତା-ଜ୍ଞାନ

ସ୍ୱାମୀ ଅପୂର୍ବାନନ୍ଦ ଅଧ୍ୟାୟ ସାରାଂଶ :ଶ୍ରୀଭଗବାନଙ୍କର ସବୁଠାରୁ ବଡ଼ ବିଭୁତି ଏହି ଯେ ସେ ବିଶ୍ୱାନୁଗା ହୋଇ ମଧ୍ୟ ବିଶ୍ୱାତିଗ, ପ୍ରପଞ୍ଚାଭିମାନୀ ହୋଇ ମଧ୍ୟ ପ୍ରପଞ୍ଚାତୀତ । ସେ ସଗୁଣ ପୁଣି ନିର୍ଗୁଣ, ସେ ଏକ ପୁଣି ବହୁତ । ଯାହାକୁ ବେଦରେ “ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ” ଇତ୍ୟାଦି ଏବଂ “ଅଙ୍ଗୁଷ୍ଠମାତ୍ରଃ ପୁରୁଷଃ” କୁହାଯାଇଛି, ତାଙ୍କୁ ହିଁ ପୁଣି କହିଛନ୍ତି—“ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍‌” ଇତ୍ୟାଦି ଏବଂ ତାଙ୍କୁ ହିଁ “ନମସ୍ତେ ଅସ୍ତୁ…