Press "Enter" to skip to content

Posts tagged as “ପୁରାଣ କଥା”

ସ୍ୟମନ୍ତକ ମଣି

ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ବାନର ଓ ଭଲ୍ଲୁକ ସେନା ଧରି ରାବଣ ନିଧନ କରି ସାରିଥାନ୍ତି । ଭଲ୍ଲୁକ ସେନାର ସେନାପତି ଥାଆନ୍ତି ଜାମ୍ବବାନ । ସେ ଥିଲେ ମହାନ ଯୋଦ୍ଧା । ତାଙ୍କର ଯୁଦ୍ଧ କରିବା ପାଇଁ ପ୍ରବଳ ଅଭିଳାଷ ଥିଲା । କିନ୍ତୁ ରାମ ରାବଣ ଯୁଦ୍ଧରେ ତାଙ୍କ ସନ୍ତୁଷ୍ଟି ଅନୁଯାୟୀ ସେ ଯୁଦ୍ଧ କରି ପାରି ନଥିଲେ । ଶ୍ରୀରାମ ଯୁଦ୍ଧରେ ଜାମ୍ବବାନଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ଜାମ୍ବବାନଙ୍କୁ ସୁଯୋଗ…