Press "Enter" to skip to content

Posts tagged as “ତୈତ୍ତିରୀୟ”

ତୈତ୍ତିରୀୟ ଉପନିଷଦର ଅମର ବାର୍ତ୍ତା

ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ ଭାରତୀୟ ବାଙ୍‌ମୟ ଅନୁସାରେ ପ୍ରାଚୀନ ଗୁରୁକୂଳ ଅଥବା ଋଷି ଆଶ୍ରମରେ ଅନ୍ତେବାସୀ ଶିଷ୍ୟ ଅଥବା ବିଦ୍ୟାର୍ଥୀ ତାଙ୍କର ଅଧ୍ୟୟନ ପୂର୍ଣ୍ଣ କରିନେବାପରେ, ସେମାନଙ୍କୁ ଆଚାର୍ଯ୍ୟ ଅଥବା ଗୁରୁ ଆଦେଶ ଦେଉଥିଲେ, ତାଙ୍କର ଅନୁଶାସନ କରୁଥିଲେ । ତୈତ୍ତିରୀୟ ଅବା ତିତ୍ତିରି ମହର୍ଷିଙ୍କ ଦ୍ୱାରା ପ୍ରସ୍ତୁତ ଉପନିଷତ୍‌ରେ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ ଏବଂ ପ୍ରବଚନାଦି ଦ୍ୱାରା ବର୍ଚସ୍ୱୀ ଏବଂ ମେଧା ରୂପୀ ଅମୃତରେ ପରିପୂର୍ଣ୍ଣ ଅନ୍ତେବାସୀ ଅଥବା ଶିଷ୍ୟ ନିଜର ବିଦ୍ୟାଧ୍ୟୟନ…