ଯୋ ଜାଗାର ତମୃଚଃ କାମୟନ୍ତେ,ଯୋ ଜାଗାର ତମୁ ସାମାନି ଯନ୍ତି ।ଯୋ ଜାଗାର ତମୟଂ ସୋମ ଆହ,ତବାହମସ୍ମି ସଖ୍ୟେ ନ୍ୟୋକାଃ ।।(ଋଗ୍ବେଦ – ୫/୪୪/୧୪) ଭାବାର୍ଥ : ଯିଏ ସର୍ବଦା ଜାଗ୍ରତ ଥାଆନ୍ତି ଆଉ ଆଳସ୍ୟ ଓ ପ୍ରମାଦରୁ ସର୍ବଦା ସାବଧାନ ରହିଥାନ୍ତି, ତାଙ୍କୁ ଏହି ସଂସାରରେ ଜ୍ଞାନ ଓ ବିଜ୍ଞାନ ପ୍ରାପ୍ତି ହୋଇଥାନ୍ତି । ତାଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ । ସେ ହିଁ ମହାପୁରୁଷ ବୋଲାଇଥାନ୍ତି । ବ୍ୟାଖ୍ୟା : “ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ’’, ଉଠ, ଜାଗ ଯେ…
Posts published in “ସମର୍ପଣ”
Dedicated Prayers and hymns from scriptures and or great’s.
ରକ୍ତାମ୍ଭୋରୁହଦର୍ପଭଞ୍ଜନମହାସୌନ୍ଦର୍ୟନେତ୍ରଦ୍ଵୟଂମୁକ୍ତାହାରବିଲମ୍ବିହେମମୁକୁଟଂ ରତ୍ନୋଜ୍ଜ୍ଵଲତ୍କୁଣ୍ଡଲମ୍ ।ବର୍ଷାମେଘସମାନନୀଲବପୁଷଂ ଗ୍ରୈବେୟହାରାନ୍ଵିତଂପାର୍ଶ୍ଵେ ଚକ୍ରଧରଂ ପ୍ରସନ୍ନବଦନଂ ନୀଲାଦ୍ରିନାଥଂ ଭଜେ ॥ ୧॥ଫୁଲ୍ଲେନ୍ଦୀବରଲୋଚନଂ ନବଘନଶ୍ୟାମାଭିରାମାକୃତିଂବିଶ୍ଵେଶଂ କମଲାବିଲାସବିଲସତ୍ପାଦାରବିନ୍ଦଦ୍ଵୟମ୍ ।ଦୈତ୍ୟାରିଂ ସକଲେନ୍ଦୁମଂଡିତମୁଖଂ ଚକ୍ରାବ୍ଜହସ୍ତଦ୍ଵୟଂବନ୍ଦେ ଶ୍ରୀପୁରୁଷୋତ୍ତମଂ ପ୍ରତିଦିନଂ ଲକ୍ଷ୍ମୀନିବାସାଲୟମ୍ ॥ ୨॥ଉଦ୍ୟନ୍ନୀରଦନୀଲସୁନ୍ଦରତନୁଂ ପୂର୍ଣେନ୍ଦୁବିମ୍ବାନନଂରାଜୀବୋତ୍ପଲପତ୍ରନେତ୍ରୟୁଗଲଂ କାରୁଣ୍ୟବାରାଂନିଧିମ୍ ।ଭକ୍ତାନାଂ ସକଲାର୍ତିନାଶନକରଂ ଚିନ୍ତାର୍ଥିଚିନ୍ତାମଣିଂବନ୍ଦେ ଶ୍ରୀପୁରୁଷୋତ୍ତମଂ ପ୍ରତିଦିନଂ ନୀଲାଦ୍ରିଚୂଡାମଣିମ୍ ॥ ୩॥ନୀଲାଦ୍ରୌ ଶଂଖମଧ୍ୟେ ଶତଦଲକମଲେ ରତ୍ନସିଂହାସନସ୍ଥଂସର୍ଵାଲଂକାରୟୁକ୍ତଂ ନବଘନ ରୁଚିରଂ ସଂୟୁତଂ ଚାଗ୍ରଜେନ ।ଭଦ୍ରାୟା ବାମଭାଗେ ରଥଚରଣୟୁତଂ ବ୍ରହ୍ମରୁଦ୍ରେନ୍ଦ୍ରବଂଦ୍ୟଂବେଦାନାଂ ସାରମୀଶଂ ସୁଜନପରିବୃତଂ ବ୍ରହ୍ମଦାରୁଂ ସ୍ମରାମି ॥ ୪॥ଦୋର୍ଭ୍ୟାଂ ଶୋଭିତଲାଂଗଲଂ ସମୁସଲଂ କାଦମ୍ବରୀଚଞ୍ଚଲଂରତ୍ନାଢ୍ୟଂ ବରକୁଣ୍ଡଲଂ ଭୁଜବଲୈରାକାଂତଭୂମଣ୍ଡଲମ୍ ।ବଜ୍ରାଭାମଲଚାରୁଗଣ୍ଡୟୁଗଲଂ ନାଗେନ୍ଦ୍ରଚୂଡୋଜ୍ଜ୍ଵଲଂସଂଗ୍ରାମେ…
ଯତ୍ର ବ୍ରହ୍ମ ଚ କ୍ଷତ୍ରଂ ଚ ସମଯଞ୍ଜୌ ଚରତଃ ସହ ।ତଂଲ୍ଲୋକଂ ପୁଣ୍ୟଂ ପ୍ରଜ୍ଞେଷଂ ଯତ୍ର ଦେବାଃ ସହଗ୍ନିନା ।।(ଋ.ବେ.୨୦/୨୫) ଯେଉଁଠାରେ ଜ୍ଞାନ ଦ୍ୱାରା ସତ୍ କର୍ମକୁ ଜାଗ୍ରତ ରଖିବା ଜରୁରୀ, ସେଠାରେ ଶସ୍ତ୍ର ଦ୍ୱାରା ଦୁଷ୍ଟମାନଙ୍କର ସଂହାର ମଧ୍ୟ ଆବଶ୍ୟକ । ଜ୍ଞାନ ଓ କର୍ମର ସଂଯୋଗରେ ହିଁ ସର୍ବାଙ୍ଗପୂର୍ଣ୍ଣ ଆଧ୍ୟାତ୍ମିକ ଜୀବନ ନିର୍ବାହ ହୋଇଥାଏ । ବ୍ରାହ୍ମଣ ବର୍ଗର ଜ୍ଞାନ ଆଉ କ୍ଷତ୍ରିୟ ବର୍ଗର ତେଜ ଯେଉଁଠାରେ ସମ୍ମିଳିତ ହୋଇ ରହିବ, ସେହି ସମାଜ ସର୍ବଦା ପରିପୂର୍ଣ୍ଣ ହୋଇ…
ଜାଗ୍ରତ୍ସ୍ୱପ୍ନସୁଷୁପ୍ତିଷୁ ସ୍ଫୁଟତରା ଯା ସଂବିଦୁଜୃମ୍ଭତେୟା ବ୍ରହ୍ମାଦିପିପୀଲିକାନ୍ତତନୁଷୁ ପ୍ରୋତା ଜଗତ୍ ସାକ୍ଷିଣୀ ।ସୈବାହଂ ନ ଚ ଦୃଶ୍ୟବସ୍ତ୍ବିତି ଦୃଢପ୍ରଜ୍ଞାପି ଯସ୍ୟାସ୍ତି ଚେତ୍ଚଣ୍ଡାଲୋସ୍ତୁ ସ ତୁ ଦ୍ୱିଜୋସ୍ତୁ ଗୁରୁରିତ୍ୟେଷା ମନୀଷା ମମ॥୧ ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଏହି ଅବସ୍ଥା ତ୍ରୟରେ ଯେଉଁ ପ୍ରକୃଷ୍ଟ ଚୈତନ୍ୟ ପ୍ରକଟିତ, ଯେଉଁ ଚୈତନ୍ୟ ବ୍ରହ୍ମାଙ୍କଠାରୁ ଆରମ୍ଭକରି ପିମ୍ପୁଡି ପର୍ଯ୍ୟନ୍ତ ସମସ୍ତ ଶରୀରରେ ପରିବ୍ୟାପ୍ତ ତଥା ସମଗ୍ର ଜଗତର ସାକ୍ଷୀ ସେ ହିଁ ମୁଁ ଅଟେ । ନିଶ୍ଚିତରେ ଦୃଶ୍ୟବସ୍ତୁ ବୋଲି ଦୃଢ ଜ୍ଞାନ ଦୃଷ୍ଟି…
ଉତ୍ ତିଷ୍ଠ ବ୍ରହ୍ମଣସ୍ପତେ ଦେବାନ ଯଜ୍ଞେନ ବୋଧୟ।ଆୟୁଃ ପ୍ରାଣଂ ପ୍ରଜାଂ ପଶୂନ୍ କୀର୍ତ୍ତିଂ ଯଜମାନଂ ଚ ବର୍ଧୟ।।(ଅଥର୍ବବେଦ-୧୯/୬୩/୧) ଭାବାର୍ଥ : ବ୍ରାହ୍ମଣମାନେ ନିଜେ ସାବଧାନ ରହିବା ସହ ନିଜ ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କରି ରଖିବା ଦରକାର, ଯଦ୍ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେବ ଆଉ ସମସ୍ତଙ୍କର ଆୟୁ, ପ୍ରାଣ, ଧନ-ଧାନ୍ୟ, କୀର୍ତ୍ତି, ସୁଖ, ଶାନ୍ତି ବୃଦ୍ଧିହେବ। ବ୍ୟାଖ୍ୟା : ସମାଜରେ ସମସ୍ତ ନାଗରିକ ଜ୍ଞାନବାନ୍, ଶୀଳବାନ୍, ସଂସ୍କାରବାନ୍ ହୁଅନ୍ତୁ, ଇନ୍ଦ୍ରିୟ ସଂଯମ, ଅର୍ଥ ସଂଯମ, ସମୟ…
ମନୋ ପୂବ୍ବଙ୍ଗମା ଧମ୍ମା ମନୋ ସେଟ୍ଠା ମନୋମୟୀ ।ମନସା ଚେ ପଦୁଟ୍ଠେନ ଭସତି ବା କରୋତି ବା ।ତତୋ ନଂ ଦୁକ୍ଖ ମନ୍ୱେତି ଚକ୍କଂ ବ ବହତୋ ପଦଂ ।।୧-୧।।ସକଳ ସ୍ୱଭାବ ବା ସଂସ୍କାର ମନର ଅନୁଚର, ମନ ଦ୍ୱାରା ଚାଳିତ, ମନ ହେଉଛି ସେମାନଙ୍କର ନିୟନ୍ତା, ମନ ମଧ୍ୟରେ ସେମାନଙ୍କର ଅସ୍ତିତ୍ୱ । ଯଦି ଲୋକ ଦୂଷିତ ମନରେ କଥା କହେ ବା କାର୍ଯ୍ୟ କରେ, ତାହାହେଲେ ଶକଟ-ଚକ୍ର ଭାର ବହନ କରୁଥିବା ବଳିବର୍ଦ୍ଦର ପଦକୁ ଅନୁସରଣ କରିବା ପରି…
ଯାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍ ।ସା ନୋ ମଧୁ ପ୍ରିୟଂ ଦୁହାମଥୋ ଉକ୍ଷତୁ ବର୍ଚସା ।।(ଅଥର୍ବ ବେଦ-୧୨/୧/୭) ଭାବାର୍ଥ : ଆଳସ୍ୟ ଓ ପ୍ରମାଦ ସମ୍ପନ୍ନ ବ୍ୟକ୍ତି ଯେଉଁ ଦେଶରେ ଥାଅାନ୍ତି, ସେହି ଦେଶ ଗୋଲାମ ହୋଇଯାଏ, ଅତଃ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ସମସ୍ତ ନାଗରିକ କର୍ମଶୀଳ ଓ ଜାଗ୍ରତ ହେବା । ବ୍ୟାଖ୍ୟା : ରାଷ୍ଟ୍ରର ଉନ୍ନତି ନିମିତ୍ତ ଆଧ୍ୟାତ୍ମିକ, ଚାରିତ୍ରିକ, ସାଂସ୍କୃତିକ, ଆର୍ଥିକ, ଔଦ୍ୟୋଗିକ ସମସ୍ତ କ୍ଷେତ୍ରରେ ପ୍ରଗତି ଅପେକ୍ଷିତ ହୋଇଥାଏ । ତେବେ…
ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍ ।ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ ॥ 1 ॥ ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍ ।ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ ॥ 2 ॥ ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍ ।ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ ॥ 3 ॥ ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା…