Press "Enter" to skip to content

Posts published in “ସମୀକ୍ଷା (ଅନ୍ୟ ପ୍ରକାଶନ)”

ଶ୍ରୀବିଷ୍ଣୁ ସହସ୍ରନାମ (ଓଡିଆ ଅର୍ଥ ସହିତ)

ବ୍ୟାଖ୍ୟା ଓ ସମ୍ପାଦନା : ଡଃ ଦିଗମ୍ବର ମହାନ୍ତିପୃଷ୍ଠା : ଡିମାଇ ୨୫୬ ପୃଷ୍ଠାମୂଲ୍ୟ : ଟ ୧୫୦/- ମାତ୍ରପ୍ରକାଶକ : ସତ୍‌ ସାହିତ୍ୟସହଦେବ ଖୁଣ୍ଟା, ବାଲେଶ୍ୱର-୧ ଶ୍ରୀବିଷ୍ଣୁ ସହସ୍ରନାମ କଥା ଶୁଣିଲାମାତ୍ରେ ଆମେ ସାଧାରଣତଃ ଅନୁମାନ କରିନେଉ ନିଶ୍ଚିତପକ୍ଷେ ବିଷ୍ଣୁଙ୍କର ଏକହଜାର ନାମ ବିଶେଷ, ଯାହା ପ୍ରାୟ ସମସ୍ତଙ୍କ ପାଇଁ ଜଣାଶୁଣା ଆଉ ଏହାକୁ ପାଠ କରିବାର ମୂଲ୍ୟ ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଶ୍ରୀବିଷ୍ଣୁ ସହସ୍ରନାମ ପାଠ ପ୍ରାୟତଃ ଅର୍ଦ୍ଧାଧିକ ବ୍ୟକ୍ତି କରୁଥିବାର…

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ (ପ୍ରାଚୀନ ପୋଥିରୁ ସଂଗୃହୀତ)

ସମ୍ପାଦନା : ଅଧ୍ୟାପକ ମୀନକେତନ ପଟ୍ଟଯୋଶୀପ୍ରକାଶକ: odiasahityasamskruti.comଜ୍ୟୋସ୍ନାରାଣୀ ପଟ୍ଟଯୋଶୀ, ଉପରମାଳି ସାହି, ପୁରୀ-୨,ମୋ: ୯୩୩୭୨୦୭୯୩୫ପୃଷ୍ଠା : ୩୮, ଡିମାଇମୂଲ୍ୟ : ଟ୬୦/- ମାତ୍ର ବିଶିଷ୍ଟ ଜ୍ୟୋତିର୍ବିଦ୍‌, କବି, ପ୍ରାବନ୍ଧିକ, ଗାଳ୍ପିକ, ନାଟ୍ୟକାର, ପୁରୋହିତ ତଥା ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ବହୁଭାବରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ । ଅଧୁନା ଅଧ୍ୟାପନା ବୃତ୍ତିରେ ରତ ଉକ୍ତ ଲେଖକ ଓଡ଼ିଆ ଭାଷା, ସାହିତ୍ୟ ବିଭାଗରେ କର୍ମରତ । ପୂର୍ବରୁ ତାଙ୍କଦ୍ୱାରା ଅନେକ ରଚନା ଅନୁସୃଜିତ ହୋଇଥିଲେ ମଧ୍ୟ ସଂଶିତ…

ଶିକ୍ଷା — ସେଦିନର ଏବଂ ଆଜି

ଲେଖକ : ଗୋପୀନାଥ ଶତପଥୀନୀଳଚକ୍ର ନଗର, ଅଠରନଳା, ପୁରୀପୃଷ୍ଠା : ୧୭୨, ଡିମାଇମୂଲ୍ୟ : ୧୬୫ଟଙ୍କା ମାତ୍ର/-‘‘ଶିକ୍ଷା — ସେଦିନର ଏବଂ ଆଜି’’—ପୁସ୍ତକଟି ଲେଖକ ଗୋପୀନାଥ ଶତପଥୀଙ୍କର ଜୀବନ-ଜୀବିକା ଜଡିତ ସାର ନିର୍ଯାସରୁ ସାଉଁଟି ଆଣିଥିବା ଏକ ଦୁର୍ମୂଲ୍ୟ ପ୍ରକାଶନ ଭଳି ମନେହୁଏ । ବୃତ୍ତିଗତ ଜୀବନରେ- ଜଣେ ଆଦର୍ଶ ଶିକ୍ଷକ ଭାବେ ଅବସର ନେଲେ ମଧ୍ୟ ତାଙ୍କର ଶିକ୍ଷା ପ୍ରକ୍ରିୟାର ଅନ୍ତ ଘଟିନାହିଁ, ବରଂ ତାହା ଆହୁରି ବହୁଗୁଣିତ ହୋଇଯାଇଛି । ଅଧ୍ୟୟନ, ବିଚାରବିମର୍ଶ, ବିଶ୍ଲେଷଣର ପ୍ରକ୍ରିୟାକୁ…

ଶିବ ଉପାସନା (ପୁସ୍ତକ)

Google+TwitterFacebookPinterest ଶିବ ଉପାସନା ପୁସ୍ତକଟିର ସଂକଳକ ଶ୍ରୀ ସ୍ୱାମୀ ରାମାନନ୍ଦ ସରସ୍ୱତୀ ସନ୍ନ୍ୟାସ ଜୀବନ ନିର୍ବାହ କରୁଥିଲେ ମଧ୍ୟ ପୂର୍ବାଶ୍ରମରେ ସେ ଶ୍ରୀ ଦୈତାରୀ ବଳିୟାର ସିଂ ନାମରେ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ସେ ଏହି ସନ୍ନ୍ୟାସ ଜୀବନରେ ସାଧନ ପରାୟଣ ହେବା ସହ ସମାଜର ଉନ୍ନତି ପାଇଁ କେତେଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ କାକଭୁଷୁଣ୍ଡି ଗରୁଡ ସମ୍ବାଦ, ସାଧନା(ସ୍ୱାମୀ ଶିବାନନ୍ଦ) ଶ୍ରୀଶିବପାର୍ବତୀ…