ପୁରୋହିତ ବସୁ କହୁଛନ୍ତି —ହେ ବ୍ରହ୍ମପୁତ୍ରୀ ମୋହିନୀ ! ଅଧୁନା ସେହି ତୀର୍ଥକୁ ଯାଅ, ଯାହା ଅଶ୍ୱମେଧଯଜ୍ଞର ଅଙ୍ଗରୁ ଉତ୍ପନ୍ନ ହୋଇଥିଲା । ତାହାର ନାମ ଇନ୍ଦ୍ରଦ୍ୟୁମ୍ନ ସରୋବର । ତାହା ପବିତ୍ର ଏବଂ ଶୁଭ ତୀର୍ଥ ଅଟେ । ବୁଦ୍ଧିମାନ୍ ପୁରୁଷ ସେଠାକୁ ଯାଇ ପବିତ୍ର ଭାବରେ ଆଚମନ କରିବ ଆଉ ମନ ଭିତରେ ଭଗବାନ୍ ଶ୍ରୀହରିଙ୍କର ଧ୍ୟାନ କରି ଜଳରେ ବୁଡ ପକାଇ ଉଚ୍ଚାରଣ କରିବ
Posts published in “ଶାସ୍ତ୍ର-ଓଁକାର”
(ଗୀତା ନବମ ଅଧ୍ୟାୟ) (ଡକ୍ଟର ପଦ୍ମନାଭ ସାହୁ) ଭାରତୀୟ ଗୁରୁମୁଖୀ ବିଦ୍ୟାର ପରମ୍ପରା ହେଉଛି, ଅନୁଗତ ଶିଷ୍ୟକୁ ଧୀରେ ଧୀରେ ତତ୍ତ୍ୱର ଗୁହ୍ୟତମ ପ୍ରଦେଶକୁ ନେଇଯିବା । ସଦଗୁରୁ ଅନ୍ତର୍ଯ୍ୟାମୀ ବାସୁଦେବ ଶ୍ରୀକୃଷ୍ଣଭଗବାନ୍ ଶରଣାପନ୍ନ ଶିଷ୍ୟ, ଅନୁଗତ ପ୍ରିୟତମ ସଖା ଅର୍ଜୁନଙ୍କର ସଦ୍ବୁଦ୍ଧି ଉଦୟ ଓ ମୋହମୁକ୍ତି ନିମନ୍ତେ ଶ୍ରୀମଦ୍ଭଗବଦ୍ଗୀତାର ନବମ ଅଧ୍ୟାୟରେ “ରାଜବିଦ୍ୟା ରାଜଗୁହ୍ୟ ଯୋଗ”ର ଅବତାରଣା କରିଛନ୍ତି । ଅଧ୍ୟାତ୍ମ ବିଦ୍ୟା ହିଁ ରାଜବିଦ୍ୟା । ସେଥିପାଇଁ ଭଗବାନ୍ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟର ବିଭୂତି ଯୋଗରେ କହିଛନ୍ତି,…
ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରୋ. ଯଜ୍ଞେଶ୍ୱର ନାଥଭେଷଜ ଦୁଇ ପ୍ରକାର ଅଟେ । ୧) ସ୍ୱସ୍ଥ ପୁରୁଷର ଉତ୍ତମ ଭାବ ବା ଓଜନକୁ ବୃଦ୍ଧି କରେ । ୨) ରୋଗାକ୍ରାନ୍ତ ବ୍ୟକ୍ତିର ରୋଗକୁ ଦୂରକରେ । ଭେଷଜଦ୍ୱିବିଧଂ ଚ ତତ୍ । ସ୍ୱସ୍ଥସ୍ୟୋର୍ଜସ୍କରଂ କିଞ୍ଚିତ୍ କିଞ୍ଚିଦାର୍ତସ୍ୟ ରୋଗନୃତ୍ । (ଚ.ଚି.-୧-୪)ଯେଉଁ ଔଷଧୀ ସ୍ୱସ୍ଥ ବ୍ୟକ୍ତିର ଉର୍ଜସ୍କର (ଓଜ ବା ପ୍ରଶସ୍ତ ଭାବକୁ ବଝାଏ) ତାହା ପ୍ରାୟ ଦୃଷ୍ୟ (ବାଜିକର) ଓ ରସାୟନ ଅଟେ । ସ୍ୱସ୍ଥସ୍ୟୋର୍ଜସ୍କରଂ ଜତୁ ତଦ୍ ଦୃଷ୍ୟ ତଦ୍ରାୟନମ୍ । (ଚ.ଚି.-୧-୫)ରସାୟନ ଔଷଧୀ ସେବନ…
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଲୋକ-ପୁରୁଷ ସାମ୍ୟତାଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ…
(ନବମ ଅଧ୍ୟାୟ)ଅଭିରାମ ପ୍ରକାଶ ବ୍ରହ୍ମଚାରୀ ଭଗବାନ୍ କେଉଁଠାରେ, କି ଭାବରେ ଥାଆନ୍ତି ?ହେ ଅର୍ଜ୍ଜୁନ ! ବେଦ ଓ ସ୍ମୃତିରେ ଯେଉଁ ଯଜ୍ଞ, ପ୍ରାଣୀମାନେ ଯେଉଁ ଖାଦ୍ୟ ଖାଇ ବଞ୍ଚନ୍ତି, ମୁଁ ହେଉଛି ସେହି ଖାଦ୍ୟ । ଏହିପରି ଅଗ୍ନି, ହୋମ, ଘୃତ, ଯଜ୍ଞ, ପ୍ରଭୃତି ଯାବତୀୟ ଦ୍ରବ୍ୟରେ ମୁଁ ଥାଏ । ମୁଁ ଏ ଜଗତର ପିତା, ମାତା, ପିତାମହ, ବୈଦ୍ୟ, ଓଁକାର ଓ ଚାରିବେଦ । ଏହି ଜଗତକୁ ମୁଁ ସୃଷ୍ଟିକରେ, ତାର ଲାଳନ ପାଳନ ଭାର ମୋ ଉପରେ…
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଲୋକ-ପୁରୁଷ ସାମ୍ୟତାଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ…
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଆମ ଦୋଷର ଉତ୍ପତ୍ତି :ଅଧିକ ପରିମାଣରେ ଭୋଜନ, ଗୁରୁପାକ ଖାଦ୍ୟ, ରୂକ୍ଷ, ଶୀତଳ, ଶୁଷ୍କ, ଅପ୍ରିୟ ଖାଦ୍ୟ, କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଖାଦ୍ୟ, ବିଦାହି, ଅପବିତ୍ର ଓ ବିରୁଦ୍ଧ ଆହାର ସେବନ ଦ୍ୱାରା ଆମ ଉତ୍ପନ୍ନ ହୁଏ । (ଚ.ବି. ୨/୮) ଆମର ନିରାକରଣ ପାଇଁ ସୈନ୍ଧବ ଲବଣ ମିଶ୍ରିତ ଗରମପାଣି ପିଆଇ ବାନ୍ତି କରିବା ପରେ ବସ୍ତି (ଏନେମା)ଦେଇ ଝାଡା କରାଇବ । ଆବଶ୍ୟକ ହେଲେ ଉପବାସ କରାଇବ ଓ…
“ହେ ଅର୍ଜୁନ ! ସଂସାରରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଲି ଅନ୍ୟର ଦୋଷ ଦେଖିବାରେ ଲାଗନ୍ତି, ଗୁଣ ଦେଖନ୍ତି ନାହିଁ ।