ଓଁ ଶ୍ରୀଶ୍ରୀ ପରମାତ୍ମନେ ନମଃଶ୍ରୀଗୁରୁଚରଣକମଳେଭ୍ୟୋ ନମଃ ସଙ୍ଗତି — ପୂର୍ବ ଅଧ୍ୟାୟରେ ଭଗବାନ୍ ନିଜ ଭକ୍ତିର ସ୍ୱରୂପ, ତାହାର ପ୍ରାପ୍ତିର ଉପାୟ ଓ ଅଧିକାରୀର ପ୍ରତିପାଦନ କରିଥିଲେ ବର୍ତ୍ତମାନ ଏଦି ଅଧ୍ୟାୟରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା କରିବେ । ବିଭୂତି ତାଙ୍କର ଐଶ୍ୱର୍ଯ୍ୟ ହିଁ ଅଟେ । ତାତ୍ପର୍ଯ୍ୟ ହେଉଛି କି ନବମ ଅଧ୍ୟାୟରେ ଜ୍ଞାନ, ଭକ୍ତି ଏ କର୍ମ ସବୁର ପ୍ରତିପାଦନ କରି ଶେଷରେ ଭଗବାନ୍ ‘ମତ୍ ପରାୟଣଃ’ ମୋ ପରାୟଣ ହେବାପାଇଁ କହିଛନ୍ତି । ଏବେ ଏହି…
Posts published in “ଶାସ୍ତ୍ର-ଓଁକାର”
ଦ୍ୱିତୀୟ ଅଧ୍ୟାୟ (ଖ)ହେ ଦ୍ୱିଜଗଣ ! ବିଦ୍ୟାପତିଙ୍କ ମୁଖରୁ ଏକଥା ଶୁଣି ବିଶ୍ୱାବସୁ ଅତି ରୋକ୍ ଠୋକ୍ ଭାଷାରେ କହିଲେ ! ହେ ବ୍ରାହ୍ମଣଶ୍ରେଷ୍ଠ ବିଦ୍ୟାପତି ! ଏ ମାର୍ଗ ଅତ୍ୟନ୍ତ ଭୟଙ୍କର ।ବିଶ୍ୱାବସୁ କହିଲେ— ହେ ବିଦ୍ୟାପତି ! ଏହି ସ୍ଥାନ ଅତ୍ୟନ୍ତ ଦୁର୍ଗମ । ସେ ସ୍ଥାନକୁ ଯିବା ମାର୍ଗ ସିଂହ ଓ ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁଙ୍କ ଦ୍ୱାରା ପରିପୂର୍ଣ୍ଣ । ଦେବତାମାନଙ୍କୁ ମଧ୍ୟ ସେହି ମାର୍ଗ ଅଗୋଚର । ସେଠାରେ ଥିବା ନୀଳ ପର୍ବତର ଅତ୍ୟନ୍ତ ଗୋପନୀୟ କନ୍ଦରରେ…
ଶିବ-ଜ୍ଞାନରୁ ମୁକ୍ତି :ଯେଉଁଭଳି ମୃଦ୍ଘଟ ମୃତ୍ତିକା ଓ ଘଟୋତ୍ପାଦିନୀ ଶକ୍ତିମୟ ଅଟନ୍ତି , ସେହିଭଳି ‘ଜଗତ୍’ ଶିବ-ଶକ୍ତିମୟ ଅଟେ । ଶିବ ମୃତ୍ତିକା-ସଦୃଶ ଅଟନ୍ତି । ଶକ୍ତିଯୁକ୍ତ ଶିବ ଈଶ୍ୱର-ସଂଜ୍ଞକ, ସେ ବୀଜ ତୁଲ୍ୟ । ହିରଣ୍ୟଗର୍ଭ ଅଙ୍କୁର ତୁଲ୍ୟ ଅଟନ୍ତି । ବୈଶ୍ୱାନର ପତ୍ର, ପୁଷ୍ପ, ଫଳ, ବୃକ୍ଷ ତୁଲ୍ୟ ଅଟନ୍ତି । ଏହିଭଳି ଶିବ ଶକ୍ତିଙ୍କର ଯୋଗରେ ଈଶ୍ୱର, ହିରଣ୍ୟଗର୍ଭ ଓ ବିରାଟ-ରୂପରେ ଅଭିବ୍ୟକ୍ତି ହୋଇଥାଏ ।ସମ୍ପୂର୍ଣ୍ଣ ଜଗତର ଅଭିନ୍ନ ନିମିତ୍ତୋପାଦାନ ଶିବତତ୍ତ୍ୱ ଅଟେ, ଅତଃ ଜଗତ୍ ଶିବରୂପ…
ଧର୍ମ ଏବଂ ଅଧର୍ମଦ୍ୱାରା କିଏ କାହାର ଘାତକ ହୋଇଥାଏ?ପୂର୍ବରୁ ଆମେ ପ୍ରମାଦକୁ ମୃତ୍ୟୁ କହିଅଛୁ ଅର୍ଥାତ୍ ମୃତ୍ୟୁର ସ୍ୱରୂପ ଏବଂ ପ୍ରମାଦୋକ୍ତ ବହୁ ଅନର୍ଥ ବିଷୟକୁ ସ୍ୱୀକାର କରିଅଛୁ । ପୁନଶ୍ଚ ଏକମାତ୍ର ଆତ୍ମଜ୍ଞାନ ଦ୍ୱାରା ଅଭୟପ୍ରାପ୍ତି ହୋଇଥାଏ, ଏହାକୁ ଦର୍ଶାଇଅଛୁ । ଏହିଭଳି ଭାବରେ ପ୍ରାସଙ୍ଗିକ ଶଙ୍କା ନିବୃତ୍ତି ଉପରାନ୍ତ, କର୍ମର ସ୍ୱରୂପ ଜିଜ୍ଞାସୁ ଧୃତରାଷ୍ଟ୍ର ପୁନଃ ପ୍ରଶ୍ନ କରୁଛନ୍ତି—ଇହଲୋକରେ କେହିକେହି ପୁଣ୍ୟ କର୍ମାଚରଣ କରିଥାନ୍ତି ଏବଂ ଏହା ମଧ୍ୟ ଦୃଷ୍ଟ ହୁଏ ଯେ, କେହିକେହି ପାପ…
୧୧ଶ ପଦର ଆଗକୁ …..ବ୍ୟାଖ୍ୟା :— ଆମେ ଆତ୍ମା ଏବଂ ଜଗତ୍ ସମ୍ବନ୍ଧରେ ସତ୍ୟଜ୍ଞାନ ଲାଭ ଉଦ୍ଦେଶ୍ୟରେ ଧ୍ୟାନ, ବିଚାର ଏବଂ ସଂଯମତା ଆଦି ଆଚରଣ କରୁ ହେଲେ ଯଦି ଏସବୁକୁ ସଠିକ୍ ରୂପେ କରି ନ ପାରୁ ତେବେ ଏହା ଆମ ମଧ୍ୟରେ ସତ୍ଜ୍ଞାନର ଉଦ୍ରେକ କରିପାରିବ ନାହିଁ । ଜ୍ଞାନ ଉଦ୍ରେକ ନହେଲେ ଆମର କଲ୍ୟାଣ ସାଧିତ ହେବନାହିଁ । ତେବେ ସାଂସାରିକ ସୁଖର ଅନ୍ତିମ ପରିଣାମ କଣ ହେବ ? ଏହି ସୁଖ କଣ ନିତ୍ୟସୁଖରେ…
କ୍ରୋଧ — ଲୋଭରୁ ଉତ୍ପନ୍ନ ହୋଇଥାଏ ଆଉ ଅନ୍ୟାନ୍ୟ ଦୋଷରୁ ବୃଦ୍ଧି ପାଇଥାଏ କିନ୍ତୁ କ୍ଷମା ଦ୍ୱାରା ଏହା ସହସା ଅବରୋଧ ହୋଇ ନଷ୍ଟହୋଇଯାଇଥାଏ ।କାମ— ସଙ୍କଳ୍ପରୁ ଉତ୍ପନ୍ନ ହୋଇଥାଏ ଆଉ ସେବନ କରିବାରେ ତାହା ଉତ୍ତରୋତ୍ତର ବୃଦ୍ଧି ହୋଇଥାଏ କିନ୍ତୁ ଯେତେବେଳେ କେହି ବୁଦ୍ଧିମାନ୍ ପୁରୁଷ ତାହାର ସେବନ ବନ୍ଦ କରିଦିଏ, ସେତେବେଳେ ତାହା ତୁରନ୍ତ ନଷ୍ଟ ହୋଇଯାଏ ।ଅସୂୟା— କ୍ରୋଧ, ଲୋଭ ଓ ଅନ୍ୟର ଦୋଷ ଦେଖିବାରେ ଏହା ଉତ୍ପନ୍ନ ହୋଇଥାଏ କିନ୍ତୁ ଦୟା ଏବଂ…
ରଜତ୍ କର (ଖ) ବର୍ତ୍ତମାନ ବଟମୂଳର ଏକ କୋଠରିରେ ଅବହେଳିତ ତଥା ସର୍ବସାଧାରଣଙ୍କ ଅଗୋଚରରେ ରହିଛି ଏହି କ୍ଷୁଦ୍ର ପ୍ରସ୍ତର ଖୋଦିତ ତ୍ରିମୂର୍ତ୍ତି। ଏହିଭଳି ଚତୁର୍ଭୁଜ ତ୍ରିମୂର୍ତ୍ତି ବାଗଲଦେବୀ ପ୍ରତିଷ୍ଠିତ ବାଗଲପୁରର ତୁରିନ୍ତରାରେ ରହିଛନ୍ତି। ଏହି ମୂର୍ତ୍ତିମାନଙ୍କ ହସ୍ତ ଭଗ୍ନ ହେବାରୁ ସେମାନଙ୍କୁ ଦ୍ବିଭୂଜ କରାଯାଇ ମରାମତି କରାଯାଇଛି। ଏହାର ଅଳ୍ପ ଦୂରରେ ଥିବା ଶିଶିଲୋ ଗ୍ରାମର ଏକ ଗରିବ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ତ୍ରିମୂର୍ତ୍ତିମାନଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ଜୟ ଜଗନ୍ନାଥ !
ହନୁମାନ ପ୍ରସାଦ ପୋଦ୍ଦାର ଭଗବାନଙ୍କର ବିଭୂତି ଓ ଯୋଗଶକ୍ତି ତଥା ସେସବୁ ଜାଣିବାର ଫଳ — ଶ୍ରୀ ଭଗବାନ କହିଲେ— ହେ ମହାବାହୁ ! ପୁନଃ ତୁମେ ମୋର ଶ୍ରେଷ୍ଠ(ପରମ ରହସ୍ୟ ଓ ପ୍ରଭାବଯୁକ୍ତ) ବଚନ ଶ୍ରବଣ କର, ଯାହା ମୁଁ ତୁମଭଳି ଅତିଶୟ ପ୍ରିୟ ଭକ୍ତଙ୍କ ପାଇଁ ତଥା ତୁମ ହିତ କାମନାରେ କହୁଅଛି ।।୧ ॥ ମୋର ପ୍ରକଟ ଲୀଳାକୁ (ଅଥବା ମୋର ପ୍ରଭାବକୁ) ନାଁ ଦେବତାଗଣ ଜାଣନ୍ତି ନାଁ ମହର୍ଷିଗଣ, କାହିଁକି ନାଁ ମୁଁ…
ମହର୍ଷି ସୁଶ୍ରୁତ ଶଲ୍ୟକର୍ମ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର (Brunt instrument) ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି ।ଯନ୍ତ୍ରଶତମେକୋତ୍ତରମ୍ ;ଅତ୍ର ହସ୍ତମେବ ପ୍ରଧାନତମଂ ଯନ୍ତ୍ରାଣାମବଗଚ୍ଛ ।ଯନ୍ତ୍ର ସଂଖ୍ୟା ୧୦୧ ଅଟେ । ଏଥିମଧ୍ୟରୁ ହସ୍ତକୁ ପ୍ରଧାନ(ସୁ.ଶ୍ରୁ.-୭.୩) ଯନ୍ତ୍ର ଭାବେ ଗ୍ରହଣ କରାଯାଇଛି । କାରଣ ହସ୍ତ ବିନା ଯନ୍ତ୍ରର ପ୍ରୟୋଗ ଅସମ୍ଭବ ଅଟେ । ଯେହେତୁ ଯନ୍ତ୍ରର ପ୍ରୟୋଗ ଏବଂ ଯନ୍ତ୍ରକର୍ମ ହସ୍ତର ଅଧୀନ ଅଟେ ।ସମାହିତାନି ଯନ୍ତ୍ରାଣି ଖରଶ୍ଲକ୍ଷ୍ଣ ମୁଖାନି ଚ ।ସୁଦୃଢାନି ସୁରୂପାଣି ସୁଗ୍ରହାଣି ଚ କାରୟେତ୍ ।ସୁ.ସୂ.୭.୯ଯନ୍ତ୍ର ସମାହିତ ଅର୍ଥାତ୍ ପ୍ରମାଣବନ୍ଧ, ଅଧିକ…
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ ଭାରତୀୟ ବାଙ୍ମୟ ଅନୁସାରେ ପ୍ରାଚୀନ ଗୁରୁକୂଳ ଅଥବା ଋଷି ଆଶ୍ରମରେ ଅନ୍ତେବାସୀ ଶିଷ୍ୟ ଅଥବା ବିଦ୍ୟାର୍ଥୀ ତାଙ୍କର ଅଧ୍ୟୟନ ପୂର୍ଣ୍ଣ କରିନେବାପରେ, ସେମାନଙ୍କୁ ଆଚାର୍ଯ୍ୟ ଅଥବା ଗୁରୁ ଆଦେଶ ଦେଉଥିଲେ, ତାଙ୍କର ଅନୁଶାସନ କରୁଥିଲେ । ତୈତ୍ତିରୀୟ ଅବା ତିତ୍ତିରି ମହର୍ଷିଙ୍କ ଦ୍ୱାରା ପ୍ରସ୍ତୁତ ଉପନିଷତ୍ରେ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ ଏବଂ ପ୍ରବଚନାଦି ଦ୍ୱାରା ବର୍ଚସ୍ୱୀ ଏବଂ ମେଧା ରୂପୀ ଅମୃତରେ ପରିପୂର୍ଣ୍ଣ ଅନ୍ତେବାସୀ ଅଥବା ଶିଷ୍ୟ ନିଜର ବିଦ୍ୟାଧ୍ୟୟନ…