Press "Enter" to skip to content

Posts published by “admin”

ଈଶ୍ୱର କ’ଣ ଭଲ ଓ ମନ୍ଦ ଉଭୟର ସ୍ରଷ୍ଟା ?

ଦିନେ କଲେଜର ଜଣେ ଛାତ୍ର ପ୍ରଫେସରଙ୍କୁ ପଚାରିଥିଲେ ଯେ, ଏହି ଦୁନିଆରେ ଯାହା ଅଛି, ସେସବୁ କଣ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ସେ କହିଥିଲେ, ହଁ, ଭଗବାନ ଏ ସବୁକିଛିକୁ ସୃଷ୍ଟି କରିଛନ୍ତି  ।ଅଧୁନା ଛାତ୍ର ଜଣକ ପଚାରିଛନ୍ତି କି, ଏହାର ଅର୍ଥ ହେଉଛି ମନ୍ଦ ମଧ୍ୟ ଭଗବାନଙ୍କ ଦ୍ୱାରା ନିର୍ମିତ !ଯେତେବେଳେ ଛାତ୍ରଜଣକ ଏଭଳି କହିଥିଲେ, ସେତେବେଳେ ପ୍ରଫେସର କହିଥିଲେ ଯେ ଏତେ ଶୀଘ୍ର ଏପରି ସିଦ୍ଧାନ୍ତରେ ଆସିଯାଅ ନାହିଁ  ।ଛାତ୍ରଟି କହିଲା, କାହିଁକି ? ବର୍ତ୍ତମାନ…