Press "Enter" to skip to content

Posts published by “admin”

ଚରକଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ : 4

ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଲୋକ-ପୁରୁଷ ସାମ୍ୟତାଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ…

ରାଜବିଦ୍ୟା-ରାଜଗୁହ୍ୟଯୋଗ-2

(ନବମ ଅଧ୍ୟାୟ)ଅଭିରାମ ପ୍ରକାଶ ବ୍ରହ୍ମଚାରୀ ଭଗବାନ୍ କେଉଁଠାରେ, କି ଭାବରେ ଥାଆନ୍ତି ?ହେ ଅର୍ଜ୍ଜୁନ ! ବେଦ ଓ ସ୍ମୃତିରେ ଯେଉଁ ଯଜ୍ଞ, ପ୍ରାଣୀମାନେ ଯେଉଁ ଖାଦ୍ୟ ଖାଇ ବଞ୍ଚନ୍ତି, ମୁଁ ହେଉଛି ସେହି ଖାଦ୍ୟ   । ଏହିପରି ଅଗ୍ନି, ହୋମ, ଘୃତ, ଯଜ୍ଞ, ପ୍ରଭୃତି ଯାବତୀୟ ଦ୍ରବ୍ୟରେ ମୁଁ ଥାଏ   । ମୁଁ ଏ ଜଗତର ପିତା, ମାତା, ପିତାମହ, ବୈଦ୍ୟ, ଓଁକାର ଓ ଚାରିବେଦ   । ଏହି ଜଗତକୁ ମୁଁ ସୃଷ୍ଟିକରେ, ତାର ଲାଳନ ପାଳନ ଭାର ମୋ ଉପରେ…

ଗଙ୍ଗାରେ ବିସର୍ଜିତ ଅସ୍ଥି ଯାଏ କୁଆେଡ ?

ହର ହର ଗଙ୍ଗେ !! ଜୟ ଜୟ ଗଙ୍ଗେ !!!ପତିତପାବନୀ ଗଙ୍ଗା ଦେବନଦୀ । କାରଣ ଶାସ୍ତ୍ରାନୁସାରେ ଗଙ୍ଗା ସ୍ୱର୍ଗରୁ ଧରିତ୍ରୀକୁ ପ୍ରବାହିତ ହୋଇଛନ୍ତି । ଗଙ୍ଗା ଶ୍ରୀହରି ବିଷ୍ଣୁଙ୍କ ଚରଣରୁ ନିଃସୃତ ହୋଇ ଭଗବାନ ଶିବଙ୍କର ଜଟାରେ ପ୍ରବେଶ କରିଛନ୍ତି, ଏହା ଶାସ୍ତ୍ର ବ୍ୟକ୍ତ କରିଛନ୍ତି ।ଶ୍ରୀହରି ଓ ଭଗବାନ ଶିବଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ସହିତ ଗଙ୍ଗାକୁ ପତିତପାବନୀ ଆଖ୍ୟା ଦିଆଯାଇଛି । ଗଙ୍ଗାରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ନାଶ ହୋଇଯାଇଥାଏ, ଏଭଳି ମାନ୍ୟତା ରହିଆସିଛି ।ଏକଦା…

ଶିବାବତାର ଆଦ୍ୟଗୁରୁ ଶଙ୍କରାଚାର୍ଯ୍ୟ ଓ ଦଶନାମୀ ସନ୍ନ୍ୟାସ ପରମ୍ପରା ପୁରୀ ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ସଂଯୋଗ ବଶତଃ ଭଗବତ୍ ପାଦ ଆଦିଶଙ୍କରାଚାର୍ଯ୍ୟ ଭାରତବର୍ଷରେ ଚାରିଗୋଟି ପୀଠ ସ୍ଥାପନା କରି ଧର୍ମର ପ୍ରତିସ୍ଥାପନା କରିଥିଲେ । ଖ୍ରୀଷ୍ଟପୂର୍ବ୫୦୭ ବର୍ଷ ଆଗେ ଭାରତରେ ଆଦି ଶଙ୍କରାଚାର୍ଯ୍ୟଙ୍କର ଜନ୍ମ ହୋଇଥିଲା । ତଦାନୀନ୍ତନ କାଳରେ ବାସ୍ତବିକ ସ୍ଥିତି ହେଉଛି, ଯେତେବେଳେ ଆଦି ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭାବ ହୋଇଥିଲା, ସେତେବେଳେ ଇସଲାମ୍ ଓ ଈଶାଇ କୌଣସି ବି ପନ୍ଥ ଓ ମତର ଅସ୍ତିତ୍ୱ ସୁଦ୍ଧା ନଥିଲା । ଆମ ପାଖରେ ଏ ସମ୍ପର୍କରେ ଅକାଟ୍ୟ ପ୍ରମାଣ ରହିଛି ଯାହା…

ବିଦ୍ୱାନ ନାଁ ବିଦ୍ୟାବାନ

ବିଦ୍ୟାବାନ ଗୁନୀ ଅତି ଚାତୁର । ରାମ କାଜ କରିବେ କୋ ଆତୁର ।। ଜଣେ ବିଦ୍ୱାନ ହୋଇଥାନ୍ତି ଆଉ ଜଣେ ବିଦ୍ୟାବାନ ହୋଇଥାନ୍ତି । ଉଭୟଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଆମେ ରାବଣ ଆଉ ହନୁମାନଙ୍କ ଉଦାହରଣରୁ ଏହାକୁ ଭଲଭାବରେ ବୁଝିପାରିବା । ଏମାନଙ୍କ ମଧ୍ୟରୁ ରାବଣ ବିଦ୍ୱାନ ଅଟନ୍ତି ଆଉ ହନୁମାନ ବିଦ୍ୟାବାନ ଅଟନ୍ତି । ରାବଣର ଦଶ ଶିର ରହିଛି ଆଉ ଚତୁର୍ବେଦ ତଥା ଛଅଗୋଟି ଶାସ୍ତ୍ର ଉଭୟ ମିଳିତ ହୋଇ ଦଶ ଅଟେ । ଯାହାଙ୍କ ଶିରରେ…

ରାମରାଜ୍ୟରେ ଆର୍ଥିକ ସନ୍ତୁଳନ

କରପାତ୍ରୀଜୀ ମହାରାଜ : ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ ଆର୍ଥିକ ଅସନ୍ତୁଳନକୁ ସନ୍ତୁଳିତ କରିବାପାଇଁ ପ୍ରୟାସ କରାଯାଏ ନାହିଁ । ଫଳତଃ ତାର ସମସ୍ତ ଭଲ ଦିଗ ଖରାପରେ ପରିଣତ ହୋଇଯାଏ । କିନ୍ତୁ ରାମରାଜ୍ୟରେ ଆର୍ଥିକ ସନ୍ତୁଳନ ସ୍ଥାପନ କରିବା ନିମନ୍ତେ ଧର୍ମ ଏବଂ ରାଜଶକ୍ତି ଦ୍ୱାରା ପ୍ରୟାସ କରାଯାଏ ।ଯେଉଁଠାରେ ଧର୍ମ ଏବଂ ରାଜଶକ୍ତିର ଅବହେଳା କରାଯାଏ, ତାକୁ ଆମେ ଅରାଜକତନ୍ତ୍ର ବା ଅରାଜକତା କହିଥାଉ । ଆମେ ସର୍ବପ୍ରଥମେ ଦୃଷ୍ଟିଦେବା ଯେ, ଧର୍ମର ଆଧାରରେ କେଉଁଭଳି ଆର୍ଥିକ ସନ୍ତୁଳନ ସ୍ଥାପନ…

ଚରକଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ : 4

ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଲୋକ-ପୁରୁଷ ସାମ୍ୟତାଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ…

ଚରକଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ : ୩

ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଆମ ଦୋଷର ଉତ୍ପତ୍ତି :ଅଧିକ ପରିମାଣରେ ଭୋଜନ, ଗୁରୁପାକ ଖାଦ୍ୟ, ରୂକ୍ଷ, ଶୀତଳ, ଶୁଷ୍କ, ଅପ୍ରିୟ ଖାଦ୍ୟ, କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଖାଦ୍ୟ, ବିଦାହି, ଅପବିତ୍ର ଓ ବିରୁଦ୍ଧ ଆହାର ସେବନ ଦ୍ୱାରା ଆମ ଉତ୍ପନ୍ନ ହୁଏ   । (ଚ.ବି. ୨/୮) ଆମର ନିରାକରଣ ପାଇଁ ସୈନ୍ଧବ ଲବଣ ମିଶ୍ରିତ ଗରମପାଣି ପିଆଇ ବାନ୍ତି କରିବା ପରେ ବସ୍ତି (ଏନେମା)ଦେଇ ଝାଡା କରାଇବ   । ଆବଶ୍ୟକ ହେଲେ ଉପବାସ କରାଇବ ଓ…

ଶିବ ଉପାସନା (ପୁସ୍ତକ)

Google+TwitterFacebookPinterest ଶିବ ଉପାସନା ପୁସ୍ତକଟିର ସଂକଳକ ଶ୍ରୀ ସ୍ୱାମୀ ରାମାନନ୍ଦ ସରସ୍ୱତୀ ସନ୍ନ୍ୟାସ ଜୀବନ ନିର୍ବାହ କରୁଥିଲେ ମଧ୍ୟ ପୂର୍ବାଶ୍ରମରେ ସେ ଶ୍ରୀ ଦୈତାରୀ ବଳିୟାର ସିଂ ନାମରେ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ସେ ଏହି ସନ୍ନ୍ୟାସ ଜୀବନରେ ସାଧନ ପରାୟଣ ହେବା ସହ ସମାଜର ଉନ୍ନତି ପାଇଁ କେତେଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ କାକଭୁଷୁଣ୍ଡି ଗରୁଡ ସମ୍ବାଦ, ସାଧନା(ସ୍ୱାମୀ ଶିବାନନ୍ଦ) ଶ୍ରୀଶିବପାର୍ବତୀ…