ଧର୍ମ: ଚରିତ୍ର ଗଠନ ଓ କର୍ତ୍ତବ୍ୟର ଆଧାର

ଋତେନ ଗୁପ୍ତ ଋତୁଭିଶ୍ଚ ସର୍ବୈଭୂତେନ ଗୁପ୍ତୋ ଭବ୍ୟେନ ଚାହମ୍ ।ମା ମା ପ୍ରାପତ୍ ପାପ୍ମା ମୋତ ମୃତ୍ୟୁରନ୍ତର୍ଦଧେଽହ ସଲିଲେନ ବାଚଃ  । (ଅଥର୍ବ-17-1-29) ଭାବାର୍ଥ :- ସତ୍ୟକର୍ମ ଓ ଧର୍ମାଚରଣ ଦ୍ୱାରା ହିଁ ମନୁଷ୍ୟ ଜୀବନ ସୁରକ୍ଷିତ ରହିବ, ଅତଃ ଆମେ ନିଷ୍ପାପ ଓ ଯଶସ୍ୱୀ ହୋଇ ସର୍ବଦା ଉଚ୍ଚ ଜ୍ଞାନ ପ୍ରାପ୍ତ ହେଉ । ବ୍ୟାଖ୍ୟା :- ଧାର୍ମିକତାର ଅର୍ଥ ଧର୍ମାନୁସାରେ ବ୍ୟବହାର  । ଧର୍ମ ବିଷୟରେ ଆଦର ଭାବ ରଖି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଧର୍ମଆଦେଶ ପାଳନ କରିବାକୁ ହିଁ … Read more

ଶ୍ରୀପତିତପାବନ ସ୍ତୋତ୍ରମ୍

ପୁଣ୍ଡରୀକ ଉବାଚ ନମସ୍ତେ ଜଗଦାଧାର ସର୍ଗସ୍ଥିତ୍ୟନ୍ତକାରଣ  । ନାରାୟଣ ନମନ୍ତସ୍ତୁ ପରମାତ୍ମନ୍ ପରାୟଣ ।।1ପରମାର୍ଥସ୍ତ୍ୱମେବୈକୋ ଭବାପ୍ୟୟବିବର୍ଜିତଃ  । ନିତ୍ୟାନନ୍ଦସ୍ୱରୂପଂ ତ୍ୱାଂ ବିନ୍ଦନ୍ତି ଧ୍ୟାନଚକ୍ଷୁଷଃ ।।2ଚିନ୍ମାତ୍ରଂ ଜଗତାମୀଶମଧିଷ୍ଠାନଂ ପରାତ୍ପରମ୍  । କଥଂ ନୁ ମୁଢହୃଦୟାସ୍ତ୍ୱାଂ ଜାନନ୍ତି ସୁନିର୍ମଳମ୍ ।।3କାମାର୍ଥଲିପ୍ସାସଂଭ୍ରାନ୍ତ ଚେତସୋତ୍ୟନ୍ତଦୁଃଖିନଃ  । ଗତାଗତପଥେ ଶ୍ରାନ୍ତାଃ ସୁଖଭାଜଃ କଦାଚନ ।।4ଅନୁକମ୍ପୟ ମାଂ ନାଥ ସୁଦୀନଂଶରଣାଗତମ୍  । ମୁଢଂ ଦୁଷ୍କୃତକର୍ମାଣଂ ପତିତଂ ଭବସାଗରେ ।।5ଜ୍ଞାନନୌକାସମାରୁଢଃ କରୁଣାକ୍ଷେପଣୀକରଃ  । ପରଂ ପାରଂ ପ୍ରଭୋ ନେତୁଂ ସଂସାରାବ୍ଧେ-ର୍ବିଚେତନମ୍ ।।6(ସ୍କନ୍ଧପୁରାଣ) ପୁଣ୍ଡରିକ କହିଲେ, ହେ ନାରାୟଣ ! ଆପଣ ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି ଏବଂ ଜଗତର ସୃଷ୍ଟି, ସ୍ଥିତି ଓ ବିନାଶର କାରଣ, ଆପଣ … Read more