ଶ୍ରୀପତିତପାବନ ସ୍ତୋତ୍ରମ୍

ଶ୍ରୀପତିତପାବନ ସ୍ତୋତ୍ରମ୍ ପୁଣ୍ଡରୀକ ଉବାଚନମସ୍ତେ ଜଗଦାଧାର ସର୍ଗସ୍ଥିତ୍ୟନ୍ତକାରଣ  । ନାରାୟଣ ନମନ୍ତସ୍ତୁ ପରମାତ୍ମନ୍ ପରାୟଣ ।।1ପରମାର୍ଥସ୍ତ୍ୱମେବୈକୋ ଭବାପ୍ୟୟବିବର୍ଜିତଃ  । ନିତ୍ୟାନନ୍ଦସ୍ୱରୂପଂ ତ୍ୱାଂ ବିନ୍ଦନ୍ତି ଧ୍ୟାନଚକ୍ଷୁଷଃ ।।2ଚିନ୍ମାତ୍ରଂ ଜଗତାମୀଶମଧିଷ୍ଠାନଂ ପରାତ୍ପରମ୍  । କଥଂ ନୁ ମୁଢହୃଦୟାସ୍ତ୍ୱାଂ ଜାନନ୍ତି ସୁନିର୍ମଳମ୍ ।।3କାମାର୍ଥଲିପ୍ସାସଂଭ୍ରାନ୍ତ ଚେତସୋତ୍ୟନ୍ତଦୁଃଖିନଃ  । ଗତାଗତପଥେ ଶ୍ରାନ୍ତାଃ ସୁଖଭାଜଃ କଦାଚନ ।।4ଅନୁକମ୍ପୟ ମାଂ ନାଥ ସୁଦୀନଂଶରଣାଗତମ୍  । ମୁଢଂ ଦୁଷ୍କୃତକର୍ମାଣଂ ପତିତଂ ଭବସାଗରେ ।।5ଜ୍ଞାନନୌକାସମାରୁଢଃ କରୁଣାକ୍ଷେପଣୀକରଃ  । ପରଂ ପାରଂ ପ୍ରଭୋ ନେତୁଂ ସଂସାରାବ୍ଧେ-ର୍ବିଚେତନମ୍ ।।6(ସ୍କନ୍ଧପୁରାଣ)ପୁଣ୍ଡରିକ କହିଲେ, ହେ ନାରାୟଣ ! ଆପଣ ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି ଏବଂ ଜଗତର ସୃଷ୍ଟି, ସ୍ଥିତି ଓ ବିନାଶର କାରଣ, ଆପଣ … Read more